ଆଜିଠାରୁ ମହିଳା ଟି-୨୦ ବିଶ୍ୱକପ : ଉଦଘାଟନୀ ଉତ୍ସବ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ by amanprem

View this thread on steempeak.com
· @amanprem · (edited)
$0.21
ଆଜିଠାରୁ ମହିଳା ଟି-୨୦ ବିଶ୍ୱକପ : ଉଦଘାଟନୀ ଉତ୍ସବ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ
<center>https://atrnews.in/wp-content/uploads/2020/02/i.jpg</center> <br/>ସିଡନି (ଏଟିଆର ବ୍ୟୁରୋ): ମହିଳା ଟି-୨୦ ବିଶ୍ୱକପ ଆଜିଠାରୁ ଆରମ୍ଭ ହେଉଛି । ଏହି ବିଶ୍ୱକପରେ ଭାରତ ସମେତ ଅନ୍ୟାନ ନଅଟି ଦେଶ ଭାଗ ନେଉଥିବା ବେଳେ ଆଜିର ଉଦଘାଟନୀ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ଅଷ୍ଟ୍ରେଲିଆ ଗତବର୍ଷର ଚାମ୍ପିଆନ ଥିବାରୁ ଭାରତ ପାଇଁ ଏହି ମ୍ୟାଚ ଜିତିବା କଷ୍ଟକର ହୋଇପାରେ । ଅଷ୍ଟ୍ରେଲିଆ ବିଶ୍ୱକପର ୬ଟି ସଂସ୍କରଣରୁ ୪ଟିରେ ଜିତିଥିବାରୁ ଏହି ସିରିଜିଟିକୁ ଜିତି ପୁଣି ଥରେ ବିଶ୍ୱକପକୁ ନିଜ ନା’ରେ କରିବାକୁ ଚେଷ୍ଟା କରିବ । ତେବେ ଏହି ମ୍ୟାଚଟିକୁ ଜିତିବା ପାଇଁ ଉଭୟ ଦେଶ ଜୋରଦାର ପ୍ରାକ୍ଟିସ କରୁଛନ୍ତି ।

ସିଡେନରେ ଖେଳାଯାଇଥିବା ଏହି ମ୍ୟାଚଟି ଭାରତୀୟ ସମୟ ଅନୁଯାୟୀ ସାଢେ ୧ଟାରେ ଖେଳାଯିବ । କିଛି ଦିନ ତଳେ ହୋଇଥିବା ତ୍ରିରାଷ୍ଟ୍ରୀୟ ମହିଳା ଟି- ଟ୍ୱେଣ୍ଟିଂ କ୍ରିକେଟ ସିରିଜ ଫାଇନାଲେରେ ଭାରତ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିଆନ ହୋଇପାରିନଥିଲା । ତେବେ ଏହି ମ୍ୟାଚଟିକୁ ଜିତିବା ପାଇଁ ଭାରତୀୟ ମହିଳା ଦଳକୁ ନିଜର ଶ୍ରେଷ୍ଟ ପ୍ରଦର୍ଶନ ଦେବାକୁ ପଡିବ । ତ୍ରିରାଷ୍ଟରୀୟ ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ଓପନର ସେଫାଳି ବର୍ମା, ସ୍ମୃତି ମାନ୍ଧାନା ଭଲ ପ୍ରଦର୍ଶନ କରିଥିବାରୁ ସେ ଦୁଇହିଁଙ୍କ ଉପରେ ସଭିଙ୍କର ନଜର ରହିବ । ଏହାବ୍ୟତିତ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ଉପରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ରହିବ ।
👍  , , , , , , , ,
properties (23)
post_id84,587,490
authoramanprem
permlink--koo7oezl1y
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/02\/i.jpg"],"tags":["steempress","blog","atrnews-sportscricket"],"canonical_url":"https:\/\/atrnews.in\/sports\/women-t20-world-cup-starts-today\/"}
created2020-02-21 05:45:18
last_update2020-02-21 08:08:21
depth0
children0
net_rshares1,258,083,512,381
last_payout2020-02-28 05:45:18
cashout_time1969-12-31 23:59:59
total_payout_value0.096 SBD
curator_payout_value0.111 SBD
pending_payout_value0.000 SBD
promoted0.000 SBD
body_length999
author_reputation32,692,222,381,271
root_title"ଆଜିଠାରୁ ମହିଳା ଟି-୨୦ ବିଶ୍ୱକପ : ଉଦଘାଟନୀ ଉତ୍ସବ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (9)