୨୦୨୪ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ରହିପାରନ୍ତି ସୌରଭ ଗାଙ୍ଗୁଲି by amanprem

View this thread on steempeak.com
· @amanprem · (edited)
$0.23
୨୦୨୪ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ରହିପାରନ୍ତି ସୌରଭ ଗାଙ୍ଗୁଲି
<center>https://atrnews.in/wp-content/uploads/2019/12/lucky.png</center> <br/>ମୁମ୍ବାଇ (ଏଟିଆର ବ୍ୟୁରୋ ): ବିସିସିଆଇ ୮୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁପ୍ରିମକୋର୍ଟ ଦ୍ୱାରା ଅନିବାର୍ଯ୍ୟ ପ୍ରଶାସନିକ ସୁଧାରରେ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ନିୟମକୁ ଲାଗୁ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ସ୍ୱୀକୃତି ଜରୁରୀ ଅଟେ । ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ସମସ୍ତ ପ୍ରସ୍ତାବକୁ ସ୍ୱୀକୃତି ମିଳିଥିବା ବେଳେ ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ପାଖକୁ ପଠାଯାଇଛି । ଯଦି ସୁପ୍ରିମକୋର୍ଟ ଏହି ସବୁ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରନ୍ତି, ତେବେ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ନଅ ମାସ ପରିବର୍ତ୍ତେ ୨୦୨୪ରେ ଯାଇ ଶେଷ ହେବ ।

ପୂର୍ବରୁ ଯଦି କୌଣସି ଅଧିକାରୀ ରାଜ୍ୟ କ୍ରିକେଟ ସଂଘ କିମ୍ବା ପଦାଧିକାରୀ ବିସିସିଆଇରେ ମୋଟ ଛଅ ବର୍ଷର କାର୍ଯ୍ୟକାଳ ପୂରଣ କରୁଥିଲେ ତେବେ ତାଙ୍କୁ ୩ବର୍ଷର ବାଧ୍ୟତାମୂଳକ ବ୍ରେକ ନେବାକୁ ପଡୁଥିଲା । ଅନ୍ୟପଟେ ଗାଙ୍ଗୁଲି ଅକ୍ଟୋବର ୨୩ରେ ବିସିସିଆର ଅଧ୍ୟକ୍ଷ ହୋଇଥିଲେ ର୍ହେଁ ତାଙ୍କୁ କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି । କିନ୍ତୁ ଏଜିଏମ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ପ୍ରସ୍ତାବକୁ ଯଦି ସୁପ୍ରିମକୋର୍ଟ ସ୍ୱୀକୃତି ଦିଅନ୍ତି ତେବେ ଗାଙ୍ଗୁଲି କାର୍ଯ୍ୟକାଳ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , ,
👎  ,
properties (23)
post_id82,209,087
authoramanprem
permlink9pgqku3aks
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/12\/lucky.png"],"tags":["steempress","blog","atenews-nationalnewssports"],"canonical_url":"https:\/\/atrnews.in\/sports\/bcci-decides-to-dilute-justice-lodha-reform-on-tenure-at-agm-term-may-be-extended-of-sourav-gangulybcci-decides-to-dilute-justice-lodha-reform-on-tenure-at-agm-term-may-be-extended-of-sourav-gangulybc\/"}
created2019-12-02 08:55:12
last_update2019-12-02 10:20:27
depth0
children0
net_rshares1,352,821,266,423
last_payout2019-12-09 08:55:12
cashout_time1969-12-31 23:59:59
total_payout_value0.107 SBD
curator_payout_value0.122 SBD
pending_payout_value0.000 SBD
promoted0.000 SBD
body_length1,009
author_reputation32,692,222,381,271
root_title"୨୦୨୪ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ରହିପାରନ୍ତି ସୌରଭ ଗାଙ୍ଗୁଲି"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (60)