ପ୍ରତିବର୍ଷ ମାର୍ଚ୍ଚ ୫ରେ ପାଳନ ହେବ ଲୋକ ସେବା ଦିବସ by amanprem

View this thread on steempeak.com
· @amanprem · (edited)
$0.59
ପ୍ରତିବର୍ଷ ମାର୍ଚ୍ଚ ୫ରେ ପାଳନ ହେବ ଲୋକ ସେବା ଦିବସ
<center>https://atrnews.in/wp-content/uploads/2020/03/naveen-patnaik-3.jpg</center> <br/>ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତରାଜ ଓ ଲୋକସେବା ଦିବସ ରୂପେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଲୋକସଭା ଭବନ କନଭେଶନ ହଲଠାରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଲୋକମାନଙ୍କ ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ପଞ୍ଚମ ପାଳି ଶାସନ ହୋଇଥିବା ବେଳେ ଲୋକମାନଙ୍କ ପାଖରେ ନିଜର ଉତ୍ତମ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଆସୁଛନ୍ତି । ଜନସାଧାରଣଙ୍କୁ ଉତ୍ତମ ସେବା ସହ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ଦଳୀୟ ନେତା, ଓ ସରକାରୀ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ସଚିବାଳୟର ନାମକୁ ବଦଳାଇ ଲୋକସେବା ଭବନ କରାଯାଇଛି । ସେହି ଅନୁଯାୟୀ ଲୋକମାନଙ୍କ ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 381 others
properties (23)
post_id84,972,758
authoramanprem
permlinkfhxwnkhgwl
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/03\/naveen-patnaik-3.jpg"],"tags":["steempress","blog","atrnews-odisha"],"canonical_url":"https:\/\/atrnews.in\/odisha\/lok-seva-diwas\/"}
created2020-03-06 03:55:42
last_update2020-03-06 08:33:24
depth0
children0
net_rshares3,151,468,041,548
last_payout2020-03-13 03:55:42
cashout_time1969-12-31 23:59:59
total_payout_value0.281 SBD
curator_payout_value0.307 SBD
pending_payout_value0.000 SBD
promoted0.000 SBD
body_length914
author_reputation32,692,222,381,271
root_title"ପ୍ରତିବର୍ଷ ମାର୍ଚ୍ଚ ୫ରେ ପାଳନ ହେବ ଲୋକ ସେବା ଦିବସ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (445)