ବାରବାଟୀରେ ଟାଇଟେଲ ହାତେଇଲା ଭାରତ by amanprem

View this thread on steempeak.com
· @amanprem · (edited)
$0.78
ବାରବାଟୀରେ ଟାଇଟେଲ ହାତେଇଲା ଭାରତ
<center>https://atrnews.in/wp-content/uploads/2019/12/5-2.png</center> <br/>କଟକ(ଏଟିଆର ବ୍ୟୁରୋ): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ଦିନିକିଆ ଶୃଙ୍ଖଳାରେ ଭାରତ ଟାଇଟେଲ ହାତେଇଛି । ଭାରତ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥକେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିକୋଲାସ ପୂରନ ୮୯ ରନ, ଅଧିନାୟକ କିରଣ ପୋଲାର୍ଡ ୭୪ ରନ, ଓ ସାଇହୋପ ୪୨ ରନ କରି ନିର୍ଦ୍ଧାରିତ ଓଭରରେ ୫ ୱେକେଟ ହରାଇ ୩୧୫ ରନ କରିଥିଲା । ଭାରତ ଆଗରେ ୩୧୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡା କରିଥିଲା ।

ଭାରତ ଦୁଇ ଓପନର ରୋହିତ ଶର୍ମା ଓ ରାହୁଲ ଇନିଂସ ଆରମ୍ଭରୁ ଭଲ ପ୍ରର୍ଦଶନ କରିଥିଲେ । ରୋହିତ ୬୩ ବଲରେ ୮ଟି ଚୌକା ଓ ୧ଟି ଛକା ମାରି ୬୩ ରନ କରିଥିଲେ । ସେହିଭଳି ଲୋକେଶ ରାହୁଲ ୮୯ ବଲରେ ୮ଟି ଚୌକା ଓ ୧ଟି ଛକା ମାରି ୭୭ ରନ କରିଥିଲେ । ଏହାପରେ ବିରାଟ କୋହଲି ନିଜର ୫୫ ତମ ଅର୍ଦ୍ଧତକ ହାସଲ କରିଥିଲେ । ବିରାଟ ୮୧ ବଲରେ ୯ଟି ଚୌକା ମାରି ୮୫ ରନ କରି ଆଉଟୁ ହୋଇଥିଲେ ।ଶେଷ ଆଡ଼କୁ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଓ ଶାର୍ଦ୍ଦୁଳ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏହି ମୁକାବିଲାକୁ ୪୮.୩ ଓଭରରେ ୬ ଓ୍ଵିକେଟ୍ ହରାଇ ଜିତି ନେଇଥିଲା। ରୋହିତ ଶର୍ମା ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ବିରାଟ କୋହଲୀ ମ୍ୟାନ୍ ଅଫ ଦି ପ୍ଲେୟାର ବିବେଚିତ ହୋଇଛନ୍ତି।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 1032 others
properties (23)
post_id82,774,308
authoramanprem
permlinkkllb50tivp
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/12\/5-2.png"],"tags":["steempress","blog","atrnews-nationalnewssports"],"canonical_url":"https:\/\/atrnews.in\/sports\/odisha-india-won-theone-day-series-2-1-against-westindies\/"}
created2019-12-23 06:20:42
last_update2019-12-23 07:49:51
depth0
children0
net_rshares4,102,022,726,848
last_payout2019-12-30 06:20:42
cashout_time1969-12-31 23:59:59
total_payout_value0.394 SBD
curator_payout_value0.389 SBD
pending_payout_value0.000 SBD
promoted0.000 SBD
body_length944
author_reputation32,692,222,381,271
root_title"ବାରବାଟୀରେ ଟାଇଟେଲ ହାତେଇଲା ଭାରତ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1096)