ଆଜିଠୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତାକୁ ବିମାନ ସେବା ଆରମ୍ଭ by amanprem

View this thread on steempeak.com
· @amanprem ·
$0.66
ଆଜିଠୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତାକୁ ବିମାନ ସେବା ଆରମ୍ଭ
<center>https://atrnews.in/wp-content/uploads/2020/01/images-19.jpg</center> <br/>ଝାରସୁଗୁଡା(ଏଟିଆର ବ୍ୟୁରୋ): ଆଜିଠୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେଉଛି । ଏହି ବିମାନ ସେବା ଏଲାଏନ୍ସ ଏୟାର ବିମାନ ଆରମ୍ଭ କରୁଛି । ଆଜି ଏଲାଏନ୍ସ ଏୟାର ବିମାନ କୋଲକାତା ବିମାନ ବନ୍ଦରରୁ ୧୧ଟା ୪୫ ମିନିଟିରୁ ବାହାରି ୧ଟା ୧୫ ମିନିଟରେ ଝାରସୁଗୁଡାରେ ପହଞ୍ଚିବ ।

ତେବେ ପୁଣି ଏହି ବିମାନ ଝାରସୁଗୁଡାରୁ ଅପରାହ୍ନ ୧ଟା ୪୫ ମିନିଟରୁ ବାହାରି କୋଲକାତାରେ ୩ଟା ୧୫ ମିନିଟରେ ପହଞ୍ଚିବ । ସୂଚନାଯୋଗ୍ୟ ଥାଉକି ଗତ ସେପ୍ଟେମ୍ବର ୧୧ରେ ଲୋକସେବା ଭବନରେ ବିମାନ ଚଳାଚଳ ନେଇ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା । ଏହି ବୈଠକ ଝାରସୁଗୁଡା ବିମାନ ବନ୍ଦରରୁ ୨ଟି ନୂଆ ସହରକୁ ବିମାନ ଚଳାଚଳ କରିବା ଲାଗି ନିଷ୍ପତି ନିଆଯାଇଥିଲା ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 954 others
properties (23)
post_id83,804,453
authoramanprem
permlinkktkdsdqxvv
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/01\/images-19.jpg"],"tags":["steempress","blog","atrnews-odisha"],"canonical_url":"https:\/\/atrnews.in\/odisha\/air-services-from-jharsuguda-to-kolkatta-from-today\/"}
created2020-01-27 06:02:03
last_update2020-01-27 06:02:03
depth0
children1
net_rshares3,728,348,914,976
last_payout2020-02-03 06:02:03
cashout_time1969-12-31 23:59:59
total_payout_value0.331 SBD
curator_payout_value0.330 SBD
pending_payout_value0.000 SBD
promoted0.000 SBD
body_length644
author_reputation32,692,222,381,271
root_title"ଆଜିଠୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତାକୁ ବିମାନ ସେବା ଆରମ୍ଭ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1018)
@churchofgod ·
# According to the Bible, *Why does God seem far away whenever I pray? ( Part 2 of 2)*
***(Sorry for sending this comment. We are not looking for our self profit, our intentions is to preach the words of God in any means possible.)***
https://www.youtube.com/watch?v=Eka4xSBiwqs#action=share
https://i.postimg.cc/SxmKZFY2/image.jpg
Comment what you understand of our Youtube Video to receive our full votes. We have 30,000 #SteemPower. It's our little way to **Thank you, our beloved friend.**  
Check our [Discord Chat](https://discord.gg/vzHFNd6) 
Join our Official Community: https://beta.steemit.com/trending/hive-182074
properties (36)
authorchurchofgod
permlinkqamtcffy4ah
categorysteempress
json_metadata""
last_update2020-01-27 06:10:18
created2020-01-27 06:10:18
active2020-01-27 06:10:18
last_payout2020-02-03 06:10:18
depth1
children0
net_rshares0
vote_rshares0
children_abs_rshares0
cashout_time1969-12-31 23:59:59
max_cashout_time1969-12-31 23:59:59
total_vote_weight0
reward_weight10,000
total_payout_value0.000 SBD
curator_payout_value0.000 SBD
author_rewards0
net_votes1
root_authoramanprem
root_permlinkktkdsdqxvv
max_accepted_payout10,000.000 SBD
percent_steem_dollars100
allow_repliestrue
allow_votestrue
allow_curation_rewardstrue
beneficiaries[]
root_title"ଆଜିଠୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତାକୁ ବିମାନ ସେବା ଆରମ୍ଭ"
pending_payout_value0.000 SBD
total_pending_payout_value0.000 STEEM
author_reputation-6,071,968,728,867
promoted0.000 STEEM
body_length0
reblogged_by[]