ମର୍ମନ୍ତୁଦ ସଡକ ଦୁର୍ଘଟଣା;୩ ମୃତ,୧୦ ଗୁରୁତର by amanprem

View this thread on steempeak.com
· @amanprem ·
$0.81
ମର୍ମନ୍ତୁଦ ସଡକ ଦୁର୍ଘଟଣା;୩ ମୃତ,୧୦ ଗୁରୁତର
<center>https://atrnews.in/wp-content/uploads/2019/12/accident-2.jpg</center> <br/>ବାଲେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ କୁ ପିଟିଲା ଟ୍ରାଭେଲର । ଏଥିରେ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ଶେରଗଡ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଘଟିଛି । ସେପଟେ ଆହତଙ୍କୁ ଚିକିତ୍ସା କରିବା ଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ପୁରୀରୁ ଆସିଥିବା ଟ୍ରାଭେଲର ଟି ଶେରଗଡ ପେଟ୍ରୋଲ ପମ୍ପ ଠାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥୁଆ ହୋଇଥିବା ଏକ ଟ୍ରକ୍ କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ଟ୍ରାଭେଲରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା । ଏହାସହିତ ଟ୍ରାଭେଲର ଥିବା ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣଙ୍କର ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ସମସ୍ତ ଯାତ୍ରୀ ପୁରୀ ବାଲିସାହି ଅଞ୍ଚଳର ବୋଲି ଜଣାପଡିଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 942 others
properties (23)
post_id82,375,603
authoramanprem
permlinklylo0sih0w
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/12\/accident-2.jpg"],"tags":["steempress","blog","atrnews-odishaaccidentandmishap"],"canonical_url":"https:\/\/atrnews.in\/odisha\/road-accident-in-balasore-2\/"}
created2019-12-08 04:34:54
last_update2019-12-08 04:34:54
depth0
children0
net_rshares4,292,090,490,410
last_payout2019-12-15 04:34:54
cashout_time1969-12-31 23:59:59
total_payout_value0.403 SBD
curator_payout_value0.410 SBD
pending_payout_value0.000 SBD
promoted0.000 SBD
body_length791
author_reputation32,692,222,381,271
root_title"ମର୍ମନ୍ତୁଦ ସଡକ ଦୁର୍ଘଟଣା;୩ ମୃତ,୧୦ ଗୁରୁତର"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1006)