ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିୱାଲ by amanprem

View this thread on steempeak.com
· @amanprem · (edited)
$0.51
ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିୱାଲ
<center>https://atrnews.in/wp-content/uploads/2020/02/659317-arvind-kejriwal-1-pti-1581758017.jpg</center> <br/>ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ ବିଧାୟକ ଆଜି ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି । ଏନେଇ ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ଏମାନେ ହେଲେ ମନୀଷ ଶିଶୋଦିଆ , ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ , କୈଳାସ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ।

ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବେଜେଲ କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀ ମଣ୍ଡଳକୁ ଶପଥ ପାଠ କରାଇଛନ୍ତି । ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମନୀଷ ଶିଶୋଦିଆ । ମନୀଷ ଗତ ସରକାରରେ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ସୂଚନାଯୋଗ୍ୟ ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ୭୦ ଟି ଆସନରୁ ୬୨ ଟି ଆସନ ଜିତି ପାରିଛି ।
👍  , , , , , , , , , , ,
properties (23)
post_id84,436,005
authoramanprem
permlinkr9mco68p72
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/02\/659317-arvind-kejriwal-1-pti-1581758017.jpg"],"tags":["steempress","blog","atrnews-nartionalnewspolitics"],"canonical_url":"https:\/\/atrnews.in\/national-news\/arvind-kejriwal-sworn-in-as-chief-minister-of-delhi-for-the-third-consecutive-time\/"}
created2020-02-16 07:16:30
last_update2020-02-16 07:21:21
depth0
children0
net_rshares2,518,382,360,354
last_payout2020-02-23 07:16:30
cashout_time1969-12-31 23:59:59
total_payout_value0.232 SBD
curator_payout_value0.273 SBD
pending_payout_value0.000 SBD
promoted0.000 SBD
body_length715
author_reputation32,692,222,381,271
root_title"ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିୱାଲ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (12)