ମାର୍ଚ୍ଚ ୨୬ରେ ହେବ ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ by amanprem

View this thread on steempeak.com
· @amanprem · (edited)
$0.42
ମାର୍ଚ୍ଚ ୨୬ରେ ହେବ ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ
<center>https://atrnews.in/wp-content/uploads/2020/02/rajya-sabha-1582605376.jpg</center> <br/>ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ଆସନ ପାଇଁ ନିର୍ବାଚନ । ଖାଲି ପଡିବାକୁ ଥିବା ୧୭ଟି ରାଜ୍ୟରେ ୫୫ଟି ଆସନ ପାଇଁ ଏହି ନିର୍ବାଚନ ହେବ । ଯେଉଁଥିରେ ଓଡିଶାର ୪ଟି ଆସନ ରହିଛି । ଏନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୬ରେ ଏହି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ମାର୍ଚ୍ଚ ୧୩ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ସେହିପରି ନାମାଙ୍କର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୧୮ ତାରିଖ ରହିଛି ।

<img class="alignnone size-medium wp-image-56502" src="https://atrnews.in/wp-content/uploads/2020/02/PN-26-page-002-773x1000-232x300.jpg" alt="" width="232" height="300" /><br/>

ତେବେ ମାର୍ଚ୍ଚ ୨୬ ତାରିଖରେ ଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଏବଂ ସେହିଦିନ ହିଁ ଭୋଟ ଗଣତି କରାଯାଇ ସଂନ୍ଧ୍ୟା ୫ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ଏହାସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ରାଜ୍ୟସଭାରେ ଓଡିଶାର ୪ଟି ସିଟ ଖାଲି ପଡୁଥିବା ବେଳେ ମହାରାଷ୍ଟ୍ରର ୭ଟି, ତାମିଲନାଡୁର ୬ଟି, ପଶ୍ଚିମବଙ୍ଗର ୫ଟି, ଆନ୍ଧ୍ରପ୍ରଦେଶର ୪ଟି, ତେଲେଙ୍ଗାନାର ୨ଟି, ଆସାମର ୩ଟି , ବିହାରର ୫ଟି, ଛତିଶଗଡର ୨ଟି, ଗୁଜୁରାଟର ୪ଟି, ହରିୟାଣାର ୨ଟି, ହିମାଚଳ ପ୍ରଦେଶର ୧ଟି, ଝାଡଖଣ୍ଡର ୨ଟି, ମଧ୍ୟପ୍ରଦେଶର ୩ଟି, ମଣିପୁରର ୧ଟି, ରାଜସ୍ଥାନର ୩ଟି, ମେଘାଳୟ ୧ଟି ଆସନ ଖାଲିପଡୁଥିବାରୁ ନିର୍ବାଚନ କରାଯାଇ ଏହି ସିଟ ଗୁଡିକ ପୂରଣ କରାଯିବ ।

<img class="alignnone size-medium wp-image-56503" src="https://atrnews.in/wp-content/uploads/2020/02/PN-26-page-001-773x1000-232x300.jpg" alt="" width="232" height="300" /><br/>
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 1037 others
properties (23)
post_id84,701,658
authoramanprem
permlinksvvu0vcwil
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/02\/rajya-sabha-1582605376.jpg"],"tags":["steempress","blog","atrnews-nationalnewsodishapolitics"],"canonical_url":"https:\/\/atrnews.in\/national-news\/rajyasabha-election-on-march-26\/"}
created2020-02-25 06:26:00
last_update2020-02-25 07:04:39
depth0
children1
net_rshares2,683,285,236,710
last_payout2020-03-03 06:26:00
cashout_time1969-12-31 23:59:59
total_payout_value0.225 SBD
curator_payout_value0.194 SBD
pending_payout_value0.000 SBD
promoted0.000 SBD
body_length1,429
author_reputation32,692,222,381,271
root_title"ମାର୍ଚ୍ଚ ୨୬ରେ ହେବ ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1101)
@marcos-708 ·
### According to the Bible, *Are you one of the apostles of Jesus? Why do you preach?*
### Watch the Video below to know the Answer...
***(Sorry for sending this comment. We are not looking for our self profit, our intentions is to preach the words of God in any means possible.)***
https://youtu.be/Dw0M2CnsPj0
Comment what you understand of our Youtube Video to receive our full votes. We have 30,000 #SteemPower. It's our little way to **Thank you, our beloved friend.**  
Check our [Discord Chat](https://discord.gg/vzHFNd6) 
Join our Official Community: https://steemit.com/created/hive-182074
properties (36)
authormarcos-708
permlink0g6ldel71qrk
categorysteempress
json_metadata""
last_update2020-02-25 07:12:54
created2020-02-25 07:12:54
active2020-02-25 07:12:54
last_payout2020-03-03 07:12:54
depth1
children0
net_rshares-26,004,414,118
vote_rshares0
children_abs_rshares0
cashout_time1969-12-31 23:59:59
max_cashout_time1969-12-31 23:59:59
total_vote_weight0
reward_weight10,000
total_payout_value0.000 SBD
curator_payout_value0.000 SBD
author_rewards0
net_votes-1
root_authoramanprem
root_permlinksvvu0vcwil
max_accepted_payout10,000.000 SBD
percent_steem_dollars100
allow_repliestrue
allow_votestrue
allow_curation_rewardstrue
beneficiaries[]
root_title"ମାର୍ଚ୍ଚ ୨୬ରେ ହେବ ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ"
pending_payout_value0.000 SBD
total_pending_payout_value0.000 STEEM
author_reputation-7,450,041,598,808
promoted0.000 STEEM
body_length0
reblogged_by[]