ୟୁଏଇ ର ଶେଖ ସୁଲତାନ ବିନ୍ ଜାୟଦ ଅଲ ନାହୟାନଙ୍କ ନିଧନରେ ଶୋକ ପ୍ରକାଶ କଲେ ମୋଦି by amanprem

View this thread on steempeak.com
· @amanprem · (edited)
$0.30
ୟୁଏଇ ର ଶେଖ ସୁଲତାନ ବିନ୍ ଜାୟଦ ଅଲ ନାହୟାନଙ୍କ ନିଧନରେ ଶୋକ ପ୍ରକାଶ କଲେ ମୋଦି
<center>https://atrnews.in/wp-content/uploads/2019/11/modi.png</center> <br/>ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁଏଇ ର ଶେଖ ସୁଲତାନ ବିନ୍ ଜାୟଦ ଅଲ ନାହୟାନଙ୍କ ନିଧନରେ ଶୋକ ପ୍ରକାଶ କଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଏଇ ର ଅଲ ନାହୟାନ ଶାସକ ପରିବାରର ସଦସ୍ୟ ଏବଂ ରାଷ୍ଟ୍ରପତିଙ୍କ ଭାଇ ଥିଲେ ସୁଲତାନ୍ ବିନ୍ ଜୟାଦ । ୬୪ ବର୍ଷ ବୟସରେ ସୁଲତାନ ବିନ୍ ଜୟାଦ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି କି, ଶେଖ ସୁଲତାନ୍ ବିନ୍ ଜାୟଦ ଅଲ ନାହୟାନଙ୍କ ପାଇଁ ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟଦ ଅଲ ନାହୟାନଙ୍କ ପ୍ରତି ମୁଁ ଗଭୀର ସମବେଦନା ବ୍ୟକ୍ତ କରୁଛି । ଏହି ଦୁଃଖଦ ସମୟରେ, ଆମର ବିଚାର ଏବଂ ପ୍ରାର୍ଥନା ଅଲ ନାହୟାନଙ୍କ ପରିବାର ଏବଂ ୟୁଏଇର ଲୋକଙ୍କ ସହିତ ରହିଛି ।

https://twitter.com/narendramodi/status/1196666905550974976
👍  , , , , , , , , , , ,
properties (23)
post_id81,858,725
authoramanprem
permlinkx07dr432yf
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/11\/modi.png"],"tags":["steempress","blog","atrnews-internationalnewsuaepmnarendramodicondolencessheikhsultanbinzayed"],"canonical_url":"https:\/\/atrnews.in\/national-news\/pm-narendra-modi-condoles-death-of-sultan-bin-zayed-al-nahyan\/"}
created2019-11-19 09:33:57
last_update2019-11-19 11:17:42
depth0
children0
net_rshares1,659,006,101,077
last_payout2019-11-26 09:33:57
cashout_time1969-12-31 23:59:59
total_payout_value0.136 SBD
curator_payout_value0.159 SBD
pending_payout_value0.000 SBD
promoted0.000 SBD
body_length688
author_reputation32,692,222,381,271
root_title"ୟୁଏଇ ର ଶେଖ ସୁଲତାନ ବିନ୍ ଜାୟଦ ଅଲ ନାହୟାନଙ୍କ ନିଧନରେ ଶୋକ ପ୍ରକାଶ କଲେ ମୋଦି"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (12)