create account

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର by amanprem

View this thread on steemit.com
· @amanprem ·
$0.84
ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର
<center>https://atrnews.in/wp-content/uploads/2020/01/khabar-odisha-Car-accident-in-andh-1-28096556-CCD4-49E3-8317-A7285E027A24-2.jpg</center> <br/>ଗଜପତି(ଏଟିଆର ବ୍ୟୁରୋ): ଭାରସାମ୍ୟ ହରାଇ ଏକ କାର ବ୍ରିଜ ତଳକୁ ଖସି ପଡିଛି । ସୀମାଞ୍ଚଳମ୍ ଯାଇ ବ୍ରହ୍ମପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାଅନୁସାରେ ଆନ୍ଧ୍ରପ୍ରଦେଶ କୋତାପଲ୍ଲି ଗ୍ରାମ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ସୀମାଞ୍ଚଳମରୁ ଦର୍ଶନ ସାରି ଏକ କାର ମଧ୍ୟମରେ ୬ ଜଣ ଫେରୁଥିବା ବେଳେ ଭାରସାମ୍ୟ ହରାଇ କାରଟି ବ୍ରିଜ ତଳକୁ ଖସି ପଡିଥିଲା । ଦୁର୍ଘଟଣା ଗ୍ରସ୍ତ କାର ଓ ମୃତକ ମାନେ ବ୍ରହ୍ମପୁର ଅଞ୍ଚଳର ହୋଇଥିଲେ ମଧ୍ୟ ସେମାନଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରି ନାହିଁ । ଗୁରୁତରଙ୍କୁ ପଲାସା ମୋଡିକାଲରେ ଭର୍ତ୍ତି କରାଯାଇଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 983 others
properties (23)
post_id83,086,923
authoramanprem
permlinkb01m3gpyfl
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/01\/khabar-odisha-Car-accident-in-andh-1-28096556-CCD4-49E3-8317-A7285E027A24-2.jpg"],"tags":["steempress","blog","atrnews-accidentsnatrionalnews"],"canonical_url":"https:\/\/atrnews.in\/national-news\/car-accident-in-andhra-pradesh-5-odia-people-dead\/"}
created2020-01-04 06:26:51
last_update2020-01-04 06:26:51
depth0
children0
net_rshares4,425,962,350,625
last_payout2020-01-11 06:26:51
cashout_time1969-12-31 23:59:59
total_payout_value0.417 SBD
curator_payout_value0.425 SBD
pending_payout_value0.000 SBD
promoted0.000 SBD
body_length690
author_reputation26,641,308,743,055
root_title"ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1047)