Warning: Steem witnesses executed a hard fork on 2020-05-20, seizing 23.6M STEEM from 65 accounts. The funds were transferred to an account named @community321, the ownership (and intentions) of which have not been revealed. The witnesses claim to have been targeting accounts which defended against a hostile takeover in early March, but at least 2 accounts on the list have been inactive for over 4 years.

Coverage:
- Decrypt.io: Steem network to seize $5 million from its own users
- SteemPeak.com: Official Announcement by @softfork22888
- GitHub.com: view steemd HF23 changes

What you can do:
- Send exchanges a notice of the pending class action lawsuit.
- Switch to HIVE, the community-led fork. Visit Hive.blog and Hiveblocks.com.

କରୋନା ପାଇଁ ଭାରତରେ ଗଡିଲା ପ୍ରଥମ ମୁଣ୍ଡ by amanprem

View this thread on steempeak.com
· @amanprem · (edited)
$0.60
କରୋନା ପାଇଁ ଭାରତରେ ଗଡିଲା ପ୍ରଥମ ମୁଣ୍ଡ
<center>https://atrnews.in/wp-content/uploads/2020/03/1-1.jpg</center> <br/>ବେଙ୍ଗାଲୁରୁ (ଏଟିଆର ବ୍ୟୁରୋ): ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ଭାରତରେ ମଧ୍ୟ କୋରନା ନିଜର ପ୍ରଭାବ ଦେଖାଇବାକୁ ଲାଗୁଛି । କରୋନା ଧିରେ ଧିରେ ଭାରତରେ ମଧ୍ୟ କାୟା ମେଲାଇବାରେ ଲାଗିଛି । ସାରା ବିଶ୍ୱରେ ୪୬୨୭ଲୋକ ମୁଣ୍ଡ ନେଇଥିବା ବେଳେ ଭାରତରେ ଗତକାଲି ପ୍ରଥମ ମୁଣ୍ଡ ନେଇଛି ମହାମାରି କରୋନା । କର୍ଣ୍ଣାଟକାର ଜଣେ ୭୬ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଖବର ସମ୍ନାକୁ ଆସିଛି । ଆଜି ସକାଳୁ କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ବୃଦ୍ଧା ଜଣଙ୍କର କରୋନାରେ ଆକ୍ରାନ୍ତ ଥିବା କାରଣରୁ ମୃତ୍ୟୁ ହୋଇଛି ।

ବୃଦ୍ଧାଙ୍କର ମୃତ୍ୟୁ ହେବା ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରିବାରୁ ସେଥିରୁ COVID-୧୯ ଭାଇରସ ଥିବା ଜଣାପଡିଛି । ବୃଦ୍ଧା ଜଣକ କର୍ଣ୍ଣାଟକାର କାଲାବୁର୍ଗିରେ ରହୁଥିବା ଜଣାପଡିଛି । ନିକଟରେ ସେ ସାଉଦି ଆରମରୁ ଫେରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିଲା ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାରୁ ସେ କରୋନା ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଥିଲା । ତେବେ ଚିକିତ୍ସାଧିନ ଥିବା ସମୟରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ର ବିଭାଗ ପକ୍ଷରୁ ଆକ୍ରାନ୍ତ ଥିବା ରୋଗୀଙ୍କ ଉପରେ ତୀକ୍ଷ ନଜର ରଖାଯାଇଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 970 others
properties (23)
post_id85,154,621
authoramanprem
permlinkf9bjc18a20
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/03\/1-1.jpg"],"tags":["steempress","blog","atrnews-nationalnews"],"canonical_url":"https:\/\/atrnews.in\/national-news\/india-reported-1st-death-in-corona-virus\/"}
created2020-03-13 05:36:54
last_update2020-03-13 05:59:51
depth0
children0
net_rshares3,677,204,983,832
last_payout2020-03-20 05:36:54
cashout_time1969-12-31 23:59:59
total_payout_value0.301 SBD
curator_payout_value0.299 SBD
pending_payout_value0.000 SBD
promoted0.000 SBD
body_length1,059
author_reputation32,692,222,381,271
root_title"କରୋନା ପାଇଁ ଭାରତରେ ଗଡିଲା ପ୍ରଥମ ମୁଣ୍ଡ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1034)