create account

ଲୋକାର୍ପିତ ହେଲା ଗଜପତି ଦିବ୍ୟସିଂହ ଦେବଙ୍କ ରଚିତ ଭ୍ରମଣ ପୁସ୍ତକ by amanprem

View this thread on steemit.com
· @amanprem ·
$0.40
ଲୋକାର୍ପିତ ହେଲା ଗଜପତି ଦିବ୍ୟସିଂହ ଦେବଙ୍କ ରଚିତ ଭ୍ରମଣ ପୁସ୍ତକ
<center>https://atrnews.in/wp-content/uploads/2019/11/vlcsnap-2019-11-16-21h50m09s563.jpg</center> <br/>ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଭ୍ରମଣ ପୁସ୍ତକ “ମାଜେଷ୍ଟିକ ମାରା” ଲୋକାର୍ପିତ ହୋଇ ଯାଇଛି । ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଏହି ବହିର ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପୁସ୍ତକରେ ଗଜପତି କେନିୟା ଭ୍ରମଣ କାହାଣୀକୁ ଉପସ୍ଥାପନା କରିଛନ୍ତି ।

ଏଥିରେ କେନିଆର ମାସୋଇ ମାରା ଅଞ୍ଚଳର ଭ୍ରମଣ ଅନୂଭୂତି ଉପସ୍ଥାପନା କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ଦିବ୍ୟସିଂହ ଦେବଙ୍କ ସମେତ କେନିୟା ହାଇକମିଶନର ଓ୍ୱିଲ କିପ୍ କୋରିର ବେଟ୍ ଓ କେନିୟା ଜାତୀୟ ଆସେମ୍ଲିର ବାଚସ୍ପତି ମୋସେସ୍ ଛେବୋଇ ପ୍ରମୁଖ ଉପସ୍ଥିତ ଥିଲେ ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 906 others
properties (23)
post_id81,796,917
authoramanprem
permlinkhqsp8kqsqs
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/11\/vlcsnap-2019-11-16-21h50m09s563.jpg"],"tags":["steempress","blog"],"canonical_url":"https:\/\/atrnews.in\/odisha\/gajapati-written-book-released\/"}
created2019-11-17 03:06:48
last_update2019-11-17 03:06:48
depth0
children0
net_rshares2,450,528,890,891
last_payout2019-11-24 03:06:48
cashout_time1969-12-31 23:59:59
total_payout_value0.213 SBD
curator_payout_value0.184 SBD
pending_payout_value0.000 SBD
promoted0.000 SBD
body_length624
author_reputation20,892,961,308,540
root_title"ଲୋକାର୍ପିତ ହେଲା ଗଜପତି ଦିବ୍ୟସିଂହ ଦେବଙ୍କ ରଚିତ ଭ୍ରମଣ ପୁସ୍ତକ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (970)