ଏଟିଏମ୍ ରୁ ଟଙ୍କା ଓଠାଇବା ପଡିବ ମହଙ୍ଗା by amanprem

View this thread on steempeak.com
· @amanprem · (edited)
$0.37
ଏଟିଏମ୍ ରୁ ଟଙ୍କା ଓଠାଇବା ପଡିବ ମହଙ୍ଗା
<center>https://atrnews.in/wp-content/uploads/2020/02/atm-ru-s.jpg</center> <br/>ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଏଟିଏମ୍ ରୁ ଟଙ୍କା ଉଠାଇବା ମହଙ୍ଗା ହୋଇପାରେ । ଆଜ୍ଞା ହଁ ଭାରତ ର ଏଟିଏମ ଅପରେଟର୍ସ ଆସୋସିଏସନ୍ ପକ୍ଷରୁ ଇଂଟରଚେଞ୍ଜ ଶୁଳ୍କ ବଢାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) କୁ ଦାବି କରାଯାଇଛି । ଯଦି ଏହି ଇଂଟରଚେଞ୍ଜ ଶୁଳ୍କ ବଢିଯାଏ, ତେବେ ଏଟିଏମ୍ ରୁ ଟଙ୍କା ଓଠାଇବା ମହଙ୍ଗା ହୋଇଯିବ ।

ଆସୋସିଏସନ୍ ର କହିବାନୁଯାୟୀ, ଏଟିଏମ୍ ଚଲାଉଥିବା କମ୍ପାନୀ ଗୁଡିକୁ କୌଣସି ଫାଇଦା ହେଉ ନାହିଁ, ସେଥିପାଇଁ ନଗଦ ଟଙ୍କା ଉଠାଣରେ ଇଂଟରଚେଞ୍ଜ ଫି ବଢାଇବାର ଆବଶ୍ୟକତା ରହିଛି ।

ଅପରପକ୍ଷେ ଆରବିଆଇ ପକ୍ଷରୁ ପ୍ରତି ଗ୍ରାହକଙ୍କ ପାଇଁ ମାଗଣା ଟ୍ରାଞ୍ଜାକ୍ସନର ଅଧିକତମ ସୀମା ପାଞ୍ଚ ଥର ରହିଛି ଏବଂ ପ୍ରତି ଟ୍ରାଞ୍ଜାକ୍ସନରେ ଇଂଟରଚେଞ୍ଜ ଫି ୧୫ ଟଙ୍କା ରଖାଯାଇଛି ।
👍  , , , , , , , , ,
properties (23)
post_id84,436,211
authoramanprem
permlink73puzbwu11
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/02\/atm-ru-s.jpg"],"tags":["steempress","blog","atrnews-nationalnewsbusinessatm"],"canonical_url":"https:\/\/atrnews.in\/national-news\/business-india\/withdrawing-money-from-atm-can-be-costly\/"}
created2020-02-16 07:27:15
last_update2020-02-16 08:00:24
depth0
children0
net_rshares1,892,305,630,036
last_payout2020-02-23 07:27:15
cashout_time1969-12-31 23:59:59
total_payout_value0.168 SBD
curator_payout_value0.197 SBD
pending_payout_value0.000 SBD
promoted0.000 SBD
body_length660
author_reputation32,692,222,381,271
root_title"ଏଟିଏମ୍ ରୁ ଟଙ୍କା ଓଠାଇବା ପଡିବ ମହଙ୍ଗା"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (10)