ଆଜି ଢେଙ୍କାନାଳ ବନ୍ଦ by amanprem

View this thread on steempeak.com
· @amanprem ·
$0.40
ଆଜି ଢେଙ୍କାନାଳ ବନ୍ଦ
<center>https://atrnews.in/wp-content/uploads/2020/02/dkal-1.jpg</center> <br/>ଢେଙ୍କାନାଳ (ଏଟିଆର ବ୍ୟୁରୋ): ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛି । ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ଡାକରାକୁ ବିଭିନ୍ନ ସାମ୍ବାଦିକ ସଂଘ, ବଣିକ ସଂଘ, ବୁଦ୍ଧିଜୀବି ସମେତ ରାଜନୈତିକ ଦଳ ସମର୍ଥନ ଜଣାଇବା ସହିତ ଏଥିରେ ସାମିଲ ଅଛନ୍ତି ।

ଅନ୍ୟପଟେ ଢେଙ୍କାନାଳ ବନ୍ଦରେ ସମସ୍ତ ଯାନ ବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବି ବନ୍ଦ ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 866 others
👎  
properties (23)
post_id84,377,876
authoramanprem
permlinkgtd0uwo7cl
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/02\/dkal-1.jpg"],"tags":["steempress","blog","atrnews-odishadhenkanalstrike"],"canonical_url":"https:\/\/atrnews.in\/odisha\/today-dhenkanal-strike\/"}
created2020-02-14 05:26:06
last_update2020-02-14 05:26:06
depth0
children0
net_rshares2,281,675,871,342
last_payout2020-02-21 05:26:06
cashout_time1969-12-31 23:59:59
total_payout_value0.212 SBD
curator_payout_value0.183 SBD
pending_payout_value0.000 SBD
promoted0.000 SBD
body_length536
author_reputation32,692,222,381,271
root_title"ଆଜି ଢେଙ୍କାନାଳ ବନ୍ଦ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (931)