କୁହୁଡି ଘେରିବ ୨୨/୨୩ by amanprem

View this thread on steempeak.com
· @amanprem ·
$0.33
କୁହୁଡି ଘେରିବ ୨୨/୨୩
<center>https://atrnews.in/wp-content/uploads/2020/01/winters-in-odisha-website.jpg</center> <br/>ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଶୀତ ଲହରୀ । ଏହାସହିତ କଲବଲ କରୁଛି ଘନ କୁହୁଡି । ଲଗାତର କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନ କୁହୁଡିର ଚାଦର ତଳେ ଢାଙ୍କି ହୋଇ ରହୁଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଇତିମଧ୍ୟରେ ଆସନ୍ତା ଜାନୁଆରୀ ୨୨ ଏବଂ ୨୩ ରେ କୁହୁଡି ଆହୁରୀ କଲବଲ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜିର ତାପମାତ୍ରା ଅନୁଯାୟୀ ମାଲକାନାଗିରିରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି । ସେଠାକାର ତାପମାତ୍ରା ୯ ଡିଗ୍ରୀ ରହିଛି । ଆଗାମୀ ୨୨ ଓ ୨୩ ରେ ଆଭ୍ୟନ୍ତରୀଣ ଜିଲ୍ଲା ଏବସ ଉପକୂଳ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବ । ଖୋର୍ଦ୍ଧା , କଟକ, ନୟାଗଡ, ପୁରୀ, ଭଦ୍ରକ, କେନ୍ଦ୍ରପଡା, ଢେଙ୍କାନାଳ, ଦେବଗଡ, ଅନୁଗୁଳ, ଜଗତସିଂହପୁର, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ ଏବଂ ମାଲକାନାଗିରିରେ କୁଡୁଡି ଅନୁଭୂତ ହେବ ।
👍  , , , , , , , , , , , , , , , , ,
properties (23)
post_id83,589,885
authoramanprem
permlinkl7jj9y3ujo
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/01\/winters-in-odisha-website.jpg"],"tags":["steempress","blog","atrnews-odishaweatherreport"],"canonical_url":"https:\/\/atrnews.in\/odisha\/cold-wave-fog-in-odisha\/"}
created2020-01-20 06:08:21
last_update2020-01-20 06:08:21
depth0
children0
net_rshares1,917,507,754,814
last_payout2020-01-27 06:08:21
cashout_time1969-12-31 23:59:59
total_payout_value0.151 SBD
curator_payout_value0.177 SBD
pending_payout_value0.000 SBD
promoted0.000 SBD
body_length748
author_reputation32,692,222,381,271
root_title"କୁହୁଡି ଘେରିବ ୨୨/୨୩"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (18)