ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ by amanprem

View this thread on steempeak.com
· @amanprem ·
$0.69
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ
<center>https://atrnews.in/wp-content/uploads/2020/01/accident-1-1-673x430.jpg</center> <br/>ବାଲେଶ୍ୱର (ଏଟିଆର ବ୍ୟୁରୋ): ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ବସ୍ କୁ ପିଟିଲା ଅଜଣା ଗାଡି । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ନହରା ଛକରେ ଘଟିଛି । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା କରିବା ଲାଗି ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବସ୍ ପଶ୍ଚିମବଙ୍ଗରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଆସୁଥିଲା । ଏଥିରେ ପ୍ରାୟତଃ ୭୦ ରୁ ଅଧିକ ଯାତ୍ରୀ ଥିଲେ । ଜଳେଶ୍ୱର ନହରାଛକଠାରେ ବସ୍ ଟିକୁ ଅନ୍ୟ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏହାକୁ ଦ୍ଖେି ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନଶମ ଟିମ୍ ପହଁଚି ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , and 1023 others
properties (23)
post_id83,530,002
authoramanprem
permlinkpskuptqtdj
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/01\/accident-1-1-673x430.jpg"],"tags":["steempress","blog","atrnews-odishaaccidentandmishap"],"canonical_url":"https:\/\/atrnews.in\/odisha\/tourist-bus-accident-in-jaleswar\/"}
created2020-01-18 05:44:57
last_update2020-01-18 05:44:57
depth0
children1
net_rshares3,951,717,895,732
last_payout2020-01-25 05:44:57
cashout_time1969-12-31 23:59:59
total_payout_value0.347 SBD
curator_payout_value0.345 SBD
pending_payout_value0.000 SBD
promoted0.000 SBD
body_length722
author_reputation32,692,222,381,271
root_title"ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (1087)
@churchofgod ·
# According to the Bible, *How does the kingdom of heaven suffer violence as it is written in the Bible? (Part 1 of 4)*
***(Sorry for sending this comment. We are not looking for our self profit, our intentions is to preach the words of God in any means possible.)***
https://www.youtube.com/watch?v=CFnsPr3__GA
https://i.postimg.cc/SxmKZFY2/image.jpg
Comment what you understand of our Youtube Video to receive our full votes. We have 30,000 #SteemPower. It's our little way to **Thank you, our beloved friend.**  
Check our [Discord Chat](https://discord.gg/vzHFNd6) 
Join our Official Community: https://beta.steemit.com/trending/hive-182074
properties (36)
authorchurchofgod
permlinkx9ipqkjym7
categorysteempress
json_metadata""
last_update2020-01-18 05:53:12
created2020-01-18 05:53:12
active2020-01-18 05:53:12
last_payout2020-01-25 05:53:12
depth1
children0
net_rshares0
vote_rshares0
children_abs_rshares0
cashout_time1969-12-31 23:59:59
max_cashout_time1969-12-31 23:59:59
total_vote_weight0
reward_weight10,000
total_payout_value0.000 SBD
curator_payout_value0.000 SBD
author_rewards0
net_votes1
root_authoramanprem
root_permlinkpskuptqtdj
max_accepted_payout10,000.000 SBD
percent_steem_dollars100
allow_repliestrue
allow_votestrue
allow_curation_rewardstrue
beneficiaries[]
root_title"ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ"
pending_payout_value0.000 SBD
total_pending_payout_value0.000 STEEM
author_reputation-6,071,968,728,867
promoted0.000 STEEM
body_length0
reblogged_by[]