ମୋ ସରକାର ଓ ଫାଇଭ ଟି କୁ ଗୁରୁତ୍ୱ ଦିଆଯିବ! by amanprem

View this thread on steempeak.com
· @amanprem ·
$0.23
ମୋ ସରକାର ଓ ଫାଇଭ ଟି କୁ ଗୁରୁତ୍ୱ ଦିଆଯିବ!
<center>https://atrnews.in/wp-content/uploads/2020/02/3ff99733a10a30cf9839dadb476e00fb.jpg</center> <br/>ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବିଧାନ ସଭାରେ ବଜେଟ ଉପସ୍ଥାପିତ ହେବ । ୨୦୨୦ ଓ ୨୧ ବର୍ଷ ପାଇଁ ବଜେଟ ଆଗତ ହେବ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିବେ । ଏହି ଅବସରରେ ଆଜି ଗୃହରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।

ଆଜି ବଜେଟରେ ଅନୁମାନ କରାଯାଉଛି ସରକାର ଜନହିତକର କେତେକ ଯୋଜନା ଆଣି ପାରନ୍ତି । ବଜେଟରେ ଏଥର ଫାଇଭ ଟିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଅନୁମାନ କରାଯାଉଛି । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ ।
👍  , , , , , , , , , ,
properties (23)
post_id84,497,245
authoramanprem
permlinkqy74p3codw
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2020\/02\/3ff99733a10a30cf9839dadb476e00fb.jpg"],"tags":["steempress","blog","atrnews-odishapoliticsbudget"],"canonical_url":"https:\/\/atrnews.in\/odisha\/state-budget\/"}
created2020-02-18 05:54:45
last_update2020-02-18 05:54:45
depth0
children0
net_rshares1,260,715,791,435
last_payout2020-02-25 05:54:45
cashout_time1969-12-31 23:59:59
total_payout_value0.106 SBD
curator_payout_value0.125 SBD
pending_payout_value0.000 SBD
promoted0.000 SBD
body_length514
author_reputation32,692,222,381,271
root_title"ମୋ ସରକାର ଓ ଫାଇଭ ଟି କୁ ଗୁରୁତ୍ୱ ଦିଆଯିବ!"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (11)