ଡିସେମ୍ବର ୩୧ ରେ ନିଯୁକ୍ତି ହୋଇପାରନ୍ତି ନୂତନ ଚିଫ୍ ଅଫ୍ ଷ୍ଟାଫ୍ by amanprem

View this thread on steempeak.com
· @amanprem · (edited)
$0.26
 ଡିସେମ୍ବର ୩୧ ରେ ନିଯୁକ୍ତି ହୋଇପାରନ୍ତି ନୂତନ ଚିଫ୍ ଅଫ୍ ଷ୍ଟାଫ୍
<center>https://atrnews.in/wp-content/uploads/2019/12/3-3.png</center> <br/>ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତିନି ସେନା ପ୍ରମୁଖ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଚୋୟାରମ୍ୟାନ୍ (ସିଓଏସସି) ନିଯୁକ୍ତି ପାଇଁ ହେବାକୁ ଥିବା ପରମ୍ପରାଗତ ‘ବ୍ୟାଟନ ହ୍ୟାଣ୍ଡଓଭର’ ଉତ୍ସବ ଶେଷ ମୁହୂର୍ତ୍ତରେ ଶୁକ୍ରବାର ଦିନ ରଦ୍ଦ କରିଦିଆଯାଇଛି । ହୁଏତ ଏହି ଉତ୍ସବ ଡିସେମ୍ବର ୩୧ ଆୟୋଜିତ ହୋଇପାରେ ବୋଲି ସୂଚନା ମିଳିଛି । କିନ୍ତୁ ରକ୍ଷା ବିଶେଷଜ୍ଞ ଏହାକୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ର ବହୁତ ଶୀଘ୍ର ନିଯୁକ୍ତିର ସଂକେତ ବୋଲି କହୁଛନ୍ତି । ସେପଟେ କେନ୍ଦ୍ରୀୟ କ୍ୟାବିନେଟ୍ ପକ୍ଷରୁ ତିନି ଦିନ ପୂର୍ବରୁ ସିଡିଏସ ପଦ ମଞ୍ଜୁରୀ ଦିଆଯାଇଛି ।

ରିପୋର୍ଟ ମୁତାବକ,ସିଓଏସସି ର ଚେୟାରମ୍ୟାନ୍ ରୂପେ ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ପ୍ରମୁଖରେ ଥିବା ବରିଷ୍ଠ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥାଏ । ଜେନେରାଲ ରାୱତ ଡିସେମ୍ବର ୩୧ ରେ ସେବାନିବୃତ ହେବେ ସେ ନେଇ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।

ବିଶେଷଜ୍ଞଙ୍କ କହିବାନୁଯାୟୀ ସିଡିଏସ ନିଯୁକ୍ତି ପରେ ହିଁ ସିଓଏସସି ଚେୟାରମ୍ୟାନ୍ ର ନିଯୁକ୍ତି ହେବ । ସେଥିପାଇଁ ସିଓଏସସି ନିଯୁକ୍ତି ଉତ୍ସବକୁ ରଦ୍ଦ କରାଯାଇଛି ।
👍  , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , , ,
properties (23)
post_id82,895,214
authoramanprem
permlinkz2d8gummbv
categorysteempress
json_metadata{"community":"steempress","app":"steempress","image":["https:\/\/atrnews.in\/wp-content\/uploads\/2019\/12\/3-3.png"],"tags":["steempress","blog","atrnews-nationalnews"],"canonical_url":"https:\/\/atrnews.in\/national-news\/chiefs-of-staff-committee-chairman-s-appointment-ceremony-canceled\/"}
created2019-12-28 06:23:42
last_update2019-12-28 06:44:09
depth0
children0
net_rshares1,507,997,921,899
last_payout2020-01-04 06:23:42
cashout_time1969-12-31 23:59:59
total_payout_value0.122 SBD
curator_payout_value0.140 SBD
pending_payout_value0.000 SBD
promoted0.000 SBD
body_length880
author_reputation32,692,222,381,271
root_title" ଡିସେମ୍ବର ୩୧ ରେ ନିଯୁକ୍ତି ହୋଇପାରନ୍ତି ନୂତନ ଚିଫ୍ ଅଫ୍ ଷ୍ଟାଫ୍"
beneficiaries
0.
accountsteempress
weight1,500
max_accepted_payout1,000,000.000 SBD
percent_steem_dollars10,000
author_curate_reward""
vote details (54)